କୋଟିଆରେ ଆନ୍ଧ୍ରର ପୁଣି ଅନୁପ୍ରବେଶ: ତଳଗଞ୍ଜେଇପଦରରେ ବାଣ୍ଟିଲା ଜମି ପଟ୍ଟା

ପଟ୍ଟାଙ୍ଗି: ଚଳିତ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ଭଣ୍ଡୁର କରିବାକୁ ଆନ୍ଧ୍ର ପକ୍ଷରୁ ଷଡ଼ଯନ୍ତ୍ର ଆରମ୍ଭ ‌ହୋଇଛି। ଆନ୍ଧ୍ର ପ୍ରଦେଶ ପକ୍ଷରୁ କୋଟିଆ ପଞ୍ଚାୟତରେ ଜମି ପଟ୍ଟା ବଣ୍ଟନ କାର୍ଯ୍ୟକ୍ରମ ଆରମ୍ଭ ହୋଇଛି।କୋଟିଆର ଗଞ୍ଜେଇପଦର ଠାରେ ଆନ୍ଧ୍ର ଏଜେଣ୍ଟ ଉପସ୍ଥିତିରେ କାର୍ଯ୍ୟକ୍ରମ ଆରମ୍ଭ କରି ଗ୍ରାମବାସୀଙ୍କୁ ପଟ୍ଟା ବଣ୍ଟନ କରି ଫେରିଥିବା ଜଣାପଡିଛି।ଆଗାମୀ ଦିନରେ କୋଟିଆରେ ୫୦୦ରୁ ଊର୍ଦ୍ଧ୍ବ ଜଙ୍ଗଲ ଜମି ପଟ୍ଟା ପ୍ରଦାନ କରିବାକୁ ଲକ୍ଷରଖିଛି ଆନ୍ଧ୍ର। କିଛି ଦିନର … Continue reading କୋଟିଆରେ ଆନ୍ଧ୍ରର ପୁଣି ଅନୁପ୍ରବେଶ: ତଳଗଞ୍ଜେଇପଦରରେ ବାଣ୍ଟିଲା ଜମି ପଟ୍ଟା